‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ପୋଷ୍ଟର ସୋସିଆଲ ମିଡିଆରେ ଭାଇରଲ

0

ଖୁବ ଶୀଘ୍ର ପରଦାକୁ ଆସିବ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ । ଏହି ଫିଲ୍ମ ରେ ସୋନମ କପୁର ଓ ଦଲକିର ସମଲମାନ ଲିଡ ରୋଲରେ ନଜର ଆସିବେ । ଅଭିଶେକ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଏହା ଆସନ୍ତା ସେପ୍ଟେମ୍ବର ୨୦ରେ ରିଲିଜ୍ ହେବାର ଯୋଜନା ରହିଛି ।

ନିକଟରେ ଏହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରିଥିଲେ । ଏବେ ଏହାର ଏକ ମୋଶନ୍ ପୋଷ୍ଟର ଶେୟାର କରିଛନ୍ତି ସୋନମ । ଆଉ ଏହି ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଗ୍ରହ ପ୍ରକାଶ ପାଇଥିବା ଦେଖା ଦେଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More