ଦୁଇଗୁଣା ବୃଦ୍ଧି ହୋଇଛି ଖଣି ରାଜସ୍ୱ

0

ଭୁବନେଶ୍ୱର : ଖଣି ରାଜସ୍ୱରେ ଦୁଇଗୁଣା ବୃଦ୍ଧି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦିଆଯାଇ ଥିବା ତଥ୍ୟ କହୁଛି ବାସ୍ତବ ଚିତ୍ର । ଗତ 5 ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ଆସିଛି ସର୍ବାଧିକ ରାଜସ୍ୱ । 2018 -19ରେ ମୋଟ 10, 479 କୋଟି ଟଙ୍କା ସଂଗ୍ରହ ହୋଇଛି । 2014 -15ରେ ଖଣି ରାଜସ୍ୱ 5519 କୋଟି ଟଙ୍କା ରହିଥିବା ବେଳେ 2018 -19ରେ ଏହା ଦୁଇ ଗୁଣ ହୋଇଛି । ୧୯୯୦-୯୧ ରେ ରାଜ୍ୟର ନିଜସ୍ୱ ଟିକସ ଅଂଶକୁ ଖଣି କ୍ଷେତ୍ରର ଅବଦାନ 2.6 ପ୍ରତିଶତ ଥିବା ବେଳେ ଏବେ ଏହା 23.50 ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More