ଜିଲ୍ଲା ପରିଷଦ ନିର୍ବାଚନ ସଂଶୋଧକ ବିଜ୍ଞପ୍ତିକୁ ରଦ୍ଦ କଲେ କୋର୍ଟ :ରାଜ୍ୟ ସରକାରଙ୍କୁ ଝଟକା

0

ରାଜ୍ୟ ସରକାର ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ । ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଏହି ସଂଶୋଧନକୁ କୋର୍ଟ ଗ୍ରହଣ କରି ନାହାନ୍ତି । ଫଳରେ ରାଜ୍ୟ ସରକାରଙ୍କୁ ଲାଗିଲା ବଡ଼ ଝଟକା । ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ବି ଏନେଇ ଅସନ୍ତୋଷ ଜାହିର କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More