ଗୋବିନ୍ଦଙ୍କ ଦ୍ୱିଶତକ :ଓଡିଶା ପ୍ରଥମ ଇନିଂସରେ ଆସାମଠାରୁ ଅଗ୍ରଣୀ

0

ଓଡିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଆସାମ ବିପକ୍ଷରେ ଦମଦାର ଇନିଂସ । ଗୋବିନ୍ଦ ନିଜ କ୍ୟାରିୟର ପ୍ରଥମ ଦ୍ୱିଶତକ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଂଟର ନ୍ୟାସନାଲ ଷ୍ଟାଡିୟମରେ ମାରିଛନ୍ତି । ସେ ୨୧ଟି ଚୌକା ଓ ୨ଟି ଛକା ସହାୟତାରେ ୨୧୮ରନ କରି ଅପରାଜିତ ଅଛନ୍ତି । ତାଙ୍କର ଦ୍ୱିଶତକ ବଳରେ ଓଡିଶା ପ୍ରଥମ ଇଂନିସରେ ଆସାମଠାରୁ ଅଗ୍ରଣୀ ରହିଛି ।

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More