ଗୋବର୍ଦ୍ଧନ ପୀଠରେ ମା ବିମଳାଙ୍କ ପ୍ରତିଷ୍ଠା ଉତ୍ସବ

0

ପୁରୀ ଗୋବର୍ଦ୍ଧନ ପୀଠରେ ମା ବିମଳାଙ୍କ ପ୍ରତିଷ୍ଠା  ମହୋତ୍ସବ ଆରମ୍ଭ ହୋଇଛି । ଭକ୍ତିମୟ ପରିବେଶରେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ ,ବିଜେପି ନେତା ବିଜୟ ମହାପାତ୍ର,ପୂର୍ବତନ ଡିଜିପି ଗୋପାଳ ନନ୍ଦ, କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଛନ୍ତି । ଆଧ୍ୟାତ୍ମିକ ପରିବେଶର ପ୍ରଥମ ପର୍ଯ୍ୟ।ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଯୋଗ ଦେଇଛନ୍ତି। ଅପରାହ୍ନ ୪.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More