କୋହଲି ଓ ପୂଜାରୀଙ୍କ ଦମଦାର ଶତକ

0

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରୀଙ୍କ ଦାମଦାର ଶତକ । କ୍ୟାରିୟର ୧୦ ତମ ଶତକ ପୂଜାରା କରିଥିବା ବେଳେ କୋହଲି କ୍ୟାରିୟର ୧୪ ତମ ଶତକ ହାସଲ କରିଛନ୍ତି । ବିଶାଖାପାଟଣାର ୱାଇ ଏସ୍ ରାଜଶେଖର ଷ୍ଟାଡ଼ିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟେଷରେ ଏପରି ଚମକିଲେ ପୂଜାର ଓ ଅଧିନାୟକ କୋହଲି । ତୃତୀୟ ୱିକେଟରେ ପୂଜାରା ଓ କୋହଲି ୨୧୧ ରନ ଭାଗିଦାରୀ ପାରିଛି ଖରବ ଲେଖିବା ବେଳକୁ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More