କମେଡି କିଙ୍ଗ କପିଲ ଶର୍ମାଙ୍କ ବିବାହ ସମ୍ପର୍ଣ

0


ଲୋକପ୍ରିୟ ହାସ୍ୟ କଳାକାର ତଥା ଟିଭି ରିଆଲିଟି କାର୍ଯ୍ୟକ୍ରମ ତାରକା କପିଲ ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି I ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଗିନି ଚତ୍ରଥଙ୍କୁ ଜଳନ୍ଧର ଠାରେ ପଞ୍ଜାବୀ ରୀତିନୀତି ସହ ବିବାହ କରିଛନ୍ତି I ଏହି ଉତ୍ସବରେ ବହୁ ବଲିଉଡ ତାରକା ଓ କମେଡି କଳାକାର ମାନେ ଯୋଗ ଦେଇଥିଲେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More