କମିଲା ଜଳ ସ୍ଥର : ଟଳିଲା ବନ୍ୟା ଭୟ

0

ସୁଧୁରୁଚି ବନ୍ୟା ପରିସ୍ଥିତି । ଗତକାଲି ୨୦ ଗେଟ୍ ଦେଇ ୩ ଲକ ୟୁସେକ୍ ଜଳ ଛଡାଯାଉଥିଲା । ଆଜି ୧୦ଟି ଗେଟ୍ ବନ୍ଦ କରାଯାଇଛି । ଆଶା କରୁଛୁ ସଂଧ୍ୟା ସୁଧା ମୁଣଳୀରେ ଜଳ ସ୍ତର ୫ ଲକ ରୁ ୫.୦ କି୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ୧୦ଟି ଗେଟ ଖୋଲା ରହିଛି । ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ନାହିଁ । ସଂଧ୍ୟା ସୁଧା ସ୍ଥିତି ସମ୍ପୁର୍ଣ ସୁଧୁରିଯିବ । ମହାନଦୀ ଅବବାହିକାରେ ୮୬ଟିସ୍ଥାନ କ୍ରିଟିକାଲ ରହିଥିଲା ।
ପି.କେ.ଜେନା. ବନ୍ୟା ସ୍ଥିତିକୁ ନେଇ ଜଏଣ୍ଟ ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ । ଗତ ୨୪ ଘଣ୍ଟା ଭିତରେ ବର୍ଷା ପରିମାଣ କମ ଅଛି । ୧୧ଟି ଜିଲ୍ଲାରେ ବର୍ଷା ବିଲକୁଲ ହେଇନି । ମୁଣ୍ଡଳୀ ପାଖରେ ଦିନ ୯ ଟା ସୁଧାା ୪ ଲକ ୫୩ ହଜାର କୁ୍ୟସେକ୍ ଜଳ ପ୍ରବାହିତ ହେଉଛି । କେନ୍ଦ୍ରାପଡା ଏବଂ ପୁରୀର ତଳିଆ ଅଞ୍ଚଳ ଜଳମନ୍ନ । ଅନୁଗୁଳ ଟିକରପଡାର ୩୦୦ ଲୋକ ଙ୍କୁ ଉଧାର କରାଯାଇଛି । କେନ୍ଦ୍ରାପଡାର ୨ଟା ଗାଁରୁ ୧୮ ଲୋକଙ୍କୁ ଉଧାର । ପୁରୀରେ ୮୮ ଜଣ ଲୋକଙ୍କୁ ଉଧାର । ବଲାଙ୍ଗୀର ଏବଂ ସୁବର୍ଣପୁରର ଅବସ୍ଥା ସୁଧରିଛି । ବଡ ବିପଦ କିଛି ନାହିଁ । ବାଙ୍କୀର କିଛି ଅଞ୍ଚଳ ଜଳ ପ୍ଲାବିତ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More