ଏପ୍ରିଲ ୨ରୁ ପଂଚାୟତ ବିଫଳତାର କାରଣ ଖୋଜିବେ ନବୀନ

0

ପଂଚାୟତ ନିର୍ବାଚନରେ କାହିକିଁ ଦଳ ଆଶାଧିକ ସଫଳତା ପାଇଲା ନାହିଁ । କେଉଁଠି ରହିଲା ଭୂଲ । ସାଂଗଠନିତ ଦୁର୍ବଳତା, ଗୋଷ୍ଠୀବିବାଦ ନା ପ୍ରାର୍ଥୀ ଚୟନରେ ରହିଲା ଭୂଲ । ଏ ସମସ୍ତ ଦିଗକୁ ତର୍ଜମା କରିବେ ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ପଂଚାୟତ ପ୍ରତିନିଧିଙ୍କୁ ଭେଟି ନବୀନ ଏହାର ସମୀକ୍ଷା କରିବେ । ଏପ୍ରିଲ ୨ ତାରିଖର କୋରାପୁଟ ଓ ଯାଜପୁର ଜିଲ୍ଲାର ସମୀକ୍ଷା ହେବ । ପରବର୍ତ୍ତୀ ସମୟରେ ଜିଳ୍ଲାୱାରୀ ଏହି ସମୀକ୍ଷା କରାଯିବ ବୋଲି ବିଜେଡ଼ି ମୁଖପାତ୍ର ଅମର ଶତପଥି କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More