ଏପ୍ରିଲରେ ଚନ୍ଦ୍ରଯାନ-୨ ପ୍ରେରଣ

0

ଚଳିତ ବର୍ଷ ଏପ୍ରିଲ ମାସରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ପଠାଇବ । ୨୨ ଅକ୍ଟୋବର ୨୦୦୮ରେ ଇସ୍ରୋ ଶ୍ରୀହରିକୋଟାସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରୁ ପ୍ରଥମ ଥର ପାଇଁ ସଫଳତାର ସହ ଚନ୍ଦ୍ରଯାନ-୧ ଚନ୍ଦ୍ର ଭୂ ପୃଷ୍ଠକୁ ପଠାଇବ । ଏଥିପାଇଁ ପ୍ରାୟ ୮ ଶହ କୋଟି ଟଙ୍କା ବ୍ୟୟ ହେଉଛି । ଇସ୍ରୋ ଚନ୍ଦ୍ର ପୃଷ୍ଠର ଦକ୍ଷିଣରେ ଚନ୍ଦ୍ରଯାନ-୨କୁ ପ୍ରଥମ ଥର ପାଇଁ ଅବତରଣ କରାଇବାକୁ ଯାଉଛି ବୋଲି ବିଭାଗୀୟ ଅଧିକାର ଜିତେନ୍ଦ୍ର ସିଂହ କହିଛନ୍ତି । ଏକାଧିକ ଦେଶ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିଲେ ହେଁ ଅଦ୍ୟାବଧି ଚନ୍ଦ୍ରର ଦକ୍ଷିଣ ଧ୍ରୁବୀୟ ଅଚଂଳରେ କୌଣସି ଯାନ ଅବତରଣ କରାଇ ନାହାନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More