ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ହେବନି ପରେଡ଼ । କେବଳ ରାଷ୍ଟ୍ରୀୟ ସାଲ୍ୟୁଟ ଦେବେ ଯବାନ । 10 ରୁ 12 ହଜାର ଦର୍ଶକ ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । 20 ପ୍ଲାଟୁନ ପୋଲିସ ମୁତୟନ କରାଯିବ । ପୋଲିସ କମିଶନରଙ୍କ ସୂଚନା I
ରାଷ୍ଟ୍ରୀୟ ସାଲୁଟ ଦେବେ, ଟେରିଟୋରିଆଲ ଆର୍ମୀ, ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ଓ ଓଡିଶା ସ୍ପେସାଲ ଆର୍ମ ଫୋର୍ସ । ପରେଡ଼ କମାଣ୍ଡର ରହିବେ ଏସ.ଟି.ଏଫ ଏସ୍ପି ରାହୁଲ ପି ଆର ।