ଏକା ଥରେ ୧୦୧ ପଜିଟିଭି ଚିନ୍ହଟ : କେଉଁଠି କେତେ ପଢନ୍ତୁ ।

0

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୧ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଗଞ୍ଜାମରେ ୫୨ , ଯାଜପୁର ଓ ସୁନ୍ଦରଗଡ଼ରେ 7ଲେଖାଏ ଚିହ୍ନଟ । ବାଲେଶ୍ୱରରେ ୩୩ଜଣ । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 538ରେ ପହଂଚିଲା । ସେହିପରି ସୁସ୍ଥ ହୋଇଛନ୍ତି ୧୧୬ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More