ଆସିଲା ନୂଆ ଡେଥ ୱାରେଣ୍ଟ : ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ରେ ଦିଆଯିବ ଫାଶୀ

0

ଭୁବନେଶ୍ୱର : ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜାରିକଲେ ନୂଆ ଡେଥ ୱାରେଣ୍ଟ I ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ରେ ଦିଆଯିବ ଫାଶୀ I ୪ ଜଣଙ୍କୁ ଏକାସାଙ୍ଗରେ ଦିଆଯିବ ଫାଶୀ I ମାର୍ଚ୍ଚ ୩ ତାରିଖ ସକାଳ ୬ଟା ରେ ଦିଆଯିବ ଫାଶୀ I ତୃତୀୟ ଥର ଡେଥ ୱାରେଣ୍ଟ ଜାରି କଲେ କୋର୍ଟ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More