ଆସିଲା ଓଡିଶା ଲୋକସଭା ଟ୍ରେଣ୍ଡ : ଢେଙ୍କାନାଳ , ବଲାଙ୍ଗୀରରେ ବିଜେପି ଆଗୁଆ , ନବରଙ୍ଗପୁରରେ ଆଗଉଛି ବିଜେଡି

0

ଭୋଟ ଗଣନାର ୧ଘଣ୍ଟା ଭିତରେ ଓଡିଶା ଲୋକସଭା ପାଇଁ ଟ୍ରେଣ୍ତ ଆସିଛି I ଢେଙ୍କାନାଳର ବିଜେପି ଲୋକସଭା ପ୍ରାଥୀ ରୁଦ୍ର ପାଣି ଆଗରେ ଅଛନ୍ତି I ସେହିପରି ବଲାଙ୍ଗୀରରୁ ସଂଗୀତ ସିଂହଦେଓ ଆଗରେ ରହିଥିବାବେଳେ ନବରଙ୍ଗପୁରରେ ରମେଶ ମାଝୀ ବିଜେଡି ପ୍ରାଥୀ ଆଗରେ ରହିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More