ଆଜି ହେଉଛି ଖାଉଟି ଅଧିକାର ଦିବସ

0

ଆଜି ହେଉଛି ଖାଉଟି ଅଧିକାର ଦିବସ I ଏହି ଅବସରରେ ଉପଭୋକ୍ତା ଆନ୍ଦୋଳନକୁ ଲୋକାଭିମୁଖୀ କରିବା ତଥା ଉପଭୋକ୍ତା ଅଧିକାର ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ଓ ସଚେତନ କରାଇବା ଆଜିର ଦିବସର ମୁଳ ଲକ୍ଷ I ଏହି ଅବସରରେ ଆମ ଦେଶରେ ୧୯୮୬ ଓ ୨୦୧୯ ମସିହାରେ ଦୁଇଟି ଉପଭୋକ୍ତା ସୁରକ୍ଷା ଆଇନ ପାରିତ ହୋଇଛି I ଉପଭୋକ୍ତା ଅଧିକାର ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ ସଂଗଠନକୁ ଆଜି ଦିବସରେ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଉପଭୋକ୍ତାମାନେ ତୃଣମୂଳ ସ୍ଥରରୁ ସେମାନଙ୍କର ଅଧିକାର ସୁରକ୍ଷା ପାଇଁ ଆଗଭର ହେବାକୁ ମୁଁ ନିବେଦନ କରୁଛି I

ରମେଶ ଶତପଥୀ
ସଭାପତି
(ଉପଭୋକ୍ତା ମହାସଂଘ)

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More