ଭୁବନେଶ୍ୱର : ଆଜିବି ଚାଲିପାରିଲା ନାହିଁ ବିଧାନସଭା I ବିଧାନସଭାରେ ପୁଣି ଉଠିଲା ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ I ପରୀ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସର ହୋହାଲ୍ଲା ଓ ନାରାବାଜି I ହାଇକୋର୍ଟ ଙ୍କ ତତ୍ୱାବଧାନରେ SIT ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ I ଗୃହରେ ହଟଗୋଳ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଛନ୍ତି I