ଆଜିଠୁ IPL ମହାକୁମ୍ଭ : ମୁମ୍ବାଇକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

0

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ତମ ସଂସ୍କରଣ I ସିଜନର ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚେନ୍ନାଇରେ ଖେଳାଯିବ । ଗତବର୍ଷ ଏହା ୟୁଏଇରେ ଖେଳା ଯାଇଥିବା ବେଳେ ଚଳିତବର୍ଷ ଏହା ଭାରତରେ ଖେଳାଯିବ । ଆଇପିଏଲ୍‌ର ଏହି ୧୪ଶ ସଂସ୍କରଣରେ ଗତବର୍ଷ ପରି ୮ଟି ଦଳ ଖେଳିବେ । ଏହା ମେ’ ୩୦ ପର୍ୟ୍ୟନ୍ତ ଚାଲିବ । ୬ଟି ସହର- ଦିଲ୍ଲୀ, ଚେନ୍ନଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କଲକାତା ଓ ମୁମ୍ବଇରେ ଟୁର୍ଣ୍ଣାମେଣ୍ଟର ସମସ୍ତ ୬୦ଟି ମ୍ୟାଚ୍‌ ଖେଳାଯିବ । ଆଜି ସନ୍ଧ୍ୟା ୭ଟା ୩୦ ମିନିଟରୁ ଏହି ମ୍ୟାଚ୍ ଆରମ୍ଭ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More