ଆଜିଠୁ ମହିଳା T-20 ବିଶ୍ୱକପ : ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବା ଭାରତ ଖବରଖେଳଟପ୍-୫ By Odisha Update Last updated Feb 21, 2020 0 Share ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ମହିଳା T-20 ବିଶ୍ୱକପ I ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ T-20 ବିଶ୍ୱକପ ପ୍ରଥମ ମ୍ୟାଚ I ଦିନ ୧:୩୦ରେ ଆରମ୍ଭ ହେବ ଏହି ମ୍ୟାଚ I Slider 0 Share FacebookTwitterGoogle+ReddItWhatsAppPinterestEmail