ଅଷ୍ଟମ ୱିକେଟ ହରାଇ ଇଂଲଣ୍ଡର ୨୩୪ରନ

0

ବିଶାଖାପାଟଣାର ୱାଇ.ଏସ ରାଜଶେଖର ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୯୯ ଓଭରରେ ୮ ୱିକେଟ ହରାଇ ୨୩୪ରନ ସଂଗ୍ରହ କରିଛି । ୧୯୦ ରନରେ ୬ଷ୍ଠ ଓ ୨୨୫ ରନରେ ୭ମ ୱିକେଟର ପତନ ହୋଇଥିଲା । ପରେ ୮ମ ୱିକେଟରେ ଆସିଥିବା ଇଂଲଣ୍ଡର ଜାଫର ଅନସାରୀ ୯ଟି ବଲ ଖେଳି ମାତ୍ର ୪ ରନ ସଂଗ୍ରହ କରି ରବିନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇ ପାଭିଲିଅନକୁ ଫେରିଛନ୍ତି । ପରେ ବ୍ୟାଟିଂ କରିବାକୁ ଆସିଥିଲେ ଷ୍ଠ୍ରୁଆର୍ଟ ବୋର୍ଡ । ସପ୍ତମ ୱିକେଟରେ ଖେଳିବାକୁ ଆସିଥିବା ବେନ ଷ୍ଟ୍ରୁକ ସର୍ବାଧିକ ୭୦ ରନ କରି ଆଉଟ ହୋଇଥିଲେ । ଖବର ଲେଖାଯିବା ବେଳକୁ ଇଂଲଣ୍ଡ ଦଳ ଭାରତଠାରୁ ୨୧୨ ରନ୍ ପଛରେ ଅଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More