ସଲମାନ ଜଣେ ‘କାଗଜ ବାଘ’ : ସୋନା ମହାପାତ୍ର

0

ଦବଙ୍ଗ ହିରୋ ସୁପରଷ୍ଟାର ସଲମାନ ଖାଁ ଜଣେ ‘କାଗଜ ବାଘ’ । ତେଣୁ କାଗଜ ବାଘକୁ ପୂଜା ନକରି ଜଣେ ଦକ୍ଷ କଳାକାରଙ୍କୁ ଫିଲ୍ମ ପାଇଁ ନିଆଗଲେ ତାହା ଅଧିକ ଫାଇଦା ଦେବ । ବକ୍ସ ଅଫିସରେ ଧମାଲ ମଚାଇଥିବା ଫିଲ୍ମ “ଭାରତ”ର ଅଫିସିଆଲ ଟ୍ୱିଟର ରି-ଟ୍ୱିଟ କରି କଣ୍ଠଶିଳ୍ପୀ ସୋନା ମହାପାତ୍ର ଏହା କହିଛନ୍ତି । ଅବଶ୍ୟ ସେ ଏହି ଟ୍ୱିଟରେ ସଲମାନଙ୍କ ନାଁ ନେଇନାହାନ୍ତି କିନ୍ତୁ ପରୋକ୍ଷରେ ତାଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ ସୂଚନା ଥାଉକି ସୋନା ଆଗରୁ ମଧ୍ୟ ସଲମାନଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରି ବିବାଦୀୟ ଲେଖା ଲେଖିଛନ୍ତି । ମାତ୍ର ସଲମାନ ଏଥିରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More