ପରୀ ମୃତ୍ୟୁ ପ୍ରସଙ୍ଗରେ କମ୍ପିଲା ଗୃହ : କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହୋହାଲ୍ଲା

0

ଭୁବନେଶ୍ୱର : ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା I ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା I ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ I ବିଭିନ୍ନ ବ୍ୟାନର ଦେଖାଇ ବିଜେପି ସଦସ୍ୟଙ୍କ ପ୍ରତିବାଦ I ହୋହାଲ୍ଲା ଯୋଗୁ ପ୍ରଥମେ ୨୦ ମିନିଟ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗ୍ରହକୁ ମୁଲତବୀ ରଖିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More