ଆସୁଛି ଆଉ ଏକ ବାତ୍ୟା

0

ଆସୁଛି ଆଉ ଏକ ବାତ୍ୟା I ‌ ଭାରତ ମହାସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ସାଇକ୍ଲୋନିକ୍‌ ସଞ୍ଚାରଣ ପୂର୍ବ ଇକ୍ୱାଟୋରିଆଲ୍ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇ ରହିଛି । ଏହାର ପ୍ରଭାବରେ ବର୍ତ୍ତମାନ ଆଉ ଏକ ଲଘୁଚାପ ଦାନା ବାନ୍ଧିବାକୁ ଆରମ୍ଭ କରିଛି ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ଏହା ପରେ ଆହୁରି ଅଧିକ ଘନୀଭୂତ ଓ ତୀବ୍ର ହେବାର ସମ୍ଭାବନା ରହିଛି । ଏହା ପ୍ରାୟ ପଶ୍ଚିମ ଦିଗକୁ ଯାଇ ତାମିଲନାଡୁ- ପୁଡୁଚେରୀ ଉପକୂଳରେ ୨ ଡିସେମ୍ବରରେ ପହଞ୍ଚିବାର ସମ୍ଭାବନା ଅଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More