ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ

0

ପୁରୀ : ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହେବ । ଅବକାଶ ପରେ ବେଶ ଆରମ୍ଭ ହେବ । ଠାକୁରେ ବାଙ୍କଚୂଡ଼ ବେଶରେ ବାମନ ସଦୃଶ୍ୟ ପ୍ରତୀୟମାନ ହେବେ । ସନ୍ଧ୍ୟାରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହେବ । ଗରୁଡ଼ ବିଗ୍ରହଙ୍କୁ ପଞ୍ଚାମୃତ ସ୍ନାନ ସରି ନୂତନ ବସ୍ତ୍ରରେ ଭୂଷିତ କରାଯିବ। ପୁଷ୍ପାଳକ ସେବ୍ୱାନେ ଗୋଷ୍ଠୀ ଗତଭାବେ ଠାକୁରଙ୍କ ବେଶ କରିବେ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More