ଓଡିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ଅବସରରେ ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘ ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି I

0

ଭୁବନେଶ୍ୱର : ଆଜି ଓଡ଼ିଶାର ବରଣ୍ୟ ନେତା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ଅବସରରେ ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘ ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି I ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସରକାରୀ କର୍ମଚାରଇଙ୍କ ପେନସନ ଆଧାରରେ ରାଜ୍ୟ ବିଦ୍ୟୁତ ବୋର୍ଡର କର୍ମଚାରୀଙ୍କୁ ପେନସନ ଦେବାର ବ୍ୟବସ୍ଥା କରିବା ପ୍ରସ୍ଥାବକୁ ଗ୍ରହଣ କରି ଲାଗୁ କରାଇଥିବାରୁ ବର୍ତ୍ତମାନ ହାରାହାରି ୩୦ ହଜାର କର୍ମଚାରୀ ଏହି ସୁବିଧା ପାଇଆସୁଛନ୍ତି I ମହାସଂଘ ତରଫରୁ ଏହି ଦାବି ନେଇ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ ସ୍ୱର୍ଗତ ବିଜୁ ପଟ୍ଟନାୟକ ଶ୍ରମିକ ମହାସଂଘର ବର୍ତ୍ତମାନର ସଭପତି ରମେଶ ଶତପଥୀଙ୍କ ସହିତ ଯେଉଁ ସୋହାଧ୍ୟପୁର୍ଣ୍ଣ ବାତାବରଣରେ ଏହି ପେନସନ ବ୍ୟବସ୍ଥା ଲାଗୁ କରାଇଥିଲେ ତାକୁ ପେନସନ ପାଉଥିବା ଶ୍ରମିକ/କର୍ମଚାରୀମାନେ ଭୁଲି ପାରିବେ ନାହିଁ I ଜଗନ୍ନାଥ ମହାରଣା,ସାଧାରଣ ସମ୍ପାଦକ ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More