ବିଜେପି ବିଧାୟକ ରେଣୁ ଦେବୀ ଏବଂ ତାରକିଶୋର ପ୍ରସାଦ ହେବେ ବିହାରର ଉପ-ମୁଖ୍ୟମନ୍ତ୍ରୀ

0

ବିହାର : ବିହାରରେ ଉପମୁଖ୍ୟମନ୍ତ୍ରୀପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ଗଠନ ହେଉଥିବା ଏନଡିଏ ସରକାରରେ ଏଥର ପ୍ରଥମଥର ପାଇଁ ୨ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ । ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ କହିଛନ୍ତି । ଦୁଇ ନେତାଙ୍କର ଚୟନ ସୋମବାର ବିଜେପି ବିଧାୟକ ଦଳର ନେତା ଓ ଉପନେତା କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More