ପରଲୋକରେ ଓଡ଼ିଆ ଚଳଚିତ୍ର ପ୍ରଯୋଜକ କେଶବ ରାଉତ

0

ଆଜି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ପରଲୋକ ହୋଇଯାଇଛି । କଟକ ଶଙ୍କରପୁର ସ୍ଥିତ ବାସଭବନରେ ହୃଦଘାତରେ ସେ ତାଙ୍କ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ କେଶବଙ୍କୁ ୬୮ବର୍ଷ ବୟସ ହୋଇଥିଲା । ସୁନା ହରିଣୀ, ସୁନା ଚଢ଼େଇ, ସନ୍ତାନ, ଭୀଷ୍ମପ୍ରତିଜ୍ଞା ଭଳି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ କେଶବ ପ୍ରଯୋଜନା ଦେଇଛନ୍ତି । ଏଥିସହ ଅନେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜକ ଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More