କେମିତି ଶୋଇଲେ ମିଳିବ ଲାଭ

0

ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ହେଲେ ଆମକୁ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଯଦି ଶୋଇବାର ତରିକା ଆପଣ ଜାଣି ନାହାନ୍ତି ତାହାଲେ ଆପଣଙ୍କୁ ନିଦ ଠିକସେ ହେବନାହିଁ । କେଉଁ ପଟକୁ କଡେଇ ଶୋଇବେ ଯଦି ଜାଣି ନାହାନ୍ତି ତାହେଲେ ଆପଣଙ୍କୁ ଠିକ୍ ନିଦ ହେବନାହିଁ । ଯଦି ଏହା ଜାଣିଛନ୍ତି ତାହେଲେ ନିଦ ହେବା ସହ ଆପଣଙ୍କୁ ମିଳିବ ଅନେକ ଲାଭ । ପ୍ରାୟ ଏ ବିଷୟରେ ୯୯% ଲୋକ ଜାଣି ନାହାନ୍ତି । ଏବେ ଆମେ ଜାଣିବା କିପରି ଶୋଇବା ଓ କ’ଣ ଲାଭ ମିଳିବ । ଶୋଇବା ବେଳେ ଯଦି ଆମେ ବାଁ ପଟକୁ କଡେଇ ଶୋଇବା, ତାହେଲେ ଆମକୁ ନିଦ ଠିକ୍ ହେବା ସହ ଅନେକ ପ୍ରକାର ଲାଭ ମିଳିଥାଏ । ଆସନ୍ତୁ ଆମେ ଏବେ ଜାଣିବା ବାଁ ପଟକୁ କଡେଇ ଶୋଇଲେ କ’ଣ ସବୁ ଲାଭ ମିଳିବ । ୯୯ ଭାଗ ଲୋକ ଏ ବିଷୟରେ ଜାଣି ନାହାନ୍ତି । କିନ୍ତୁ ଆପଣ ଏ ବାବଦରେ ନିହାତି ଜାଣନ୍ତୁ ।
ବାଁ ପଟକୁ କଡେଇ ଶୋଇବାର ଲାଭ ।
(୧) ବାଁ ପଟକୁ କଡେଇ ଶୋଇବାକୁ ଡାକ୍ତରମାନେ ଭଲ ବୋଲି କହିଥାନ୍ତି । ଏହାଦ୍ୱାରା ହାର୍ଟ ଉପରେ କୌଣସି କୁ ପ୍ରଭାବ ଦେଖିବାକୁ ମିଳିନଥାଏ । ହାର୍ଟ ମଧ୍ୟ ଠିକ୍ କାମ କରିଥାଏ ।
(୨) ବାଁ ପଟକୁ କଡେଇ ଶୋଇବା ଦ୍ବାରା ରକ୍ତ ସଂଚାଳନ ଠିକ୍ ହେବା ସହ ଅମ୍ଳଜାନ ବି ମିଳିଥାଏ । ଏହାଦ୍ବାରା ମସ୍ତିଷ୍କକୁ ଉତ୍ତମ ବିଚାର ଆସେ ।
(୩) ଏହାଦ୍ୱାରା ହଜମ ଶକ୍ତି ବଡେ । ସକାଳୁ ମଧ୍ୟ ପଜଟ ସହଜରେ ସଫା ହୋଇଯାଏ । ଦିନସାରା ଆମ ଶରୀର ଠିକ୍ ରହିଥାଏ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More