ଆରପାରିରେ ଅସୀମ ବସୁ

0

ବର୍ଷିୟାନ ଅଭିନେତା ତଥା ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି । ଦୀର୍ଘ କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ବୁଧବାର ଅପରାହ୍ମରେ ତାଙ୍କର ମୃତ୍ୟୁ ହୋଇଛି । ସେ ଏକାଧାରରେ ଗାଳ୍ପିକ, ଅଭିିନେତା, ମଞ୍ଚ ନିର୍ଦେଶକ ଥିଲେ । ଦାଦାଗିରୀ , ମାଆ ମୋତେ ଶକ୍ତି ଦେ , ସପନ ବଣିକ ଆଦି ସିନେମାରେ ଅଭିନୟ କରିଛନ୍ତି । ଆମେ ତ ଟୋକା ଷଣ୍ଢ ମାର୍କା ଚଳଚିତ୍ର ରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More