ଆଜିବି ଚାଲିପାରିଲାନି ବିଧାନସଭା : ପରୀ ପ୍ରସଙ୍ଗରେ ୩ଟା ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ୱର : ଆଜିବି ଚାଲିପାରିଲା ନାହିଁ ବିଧାନସଭା I ବିଧାନସଭାରେ ପୁଣି ଉଠିଲା ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ I ପରୀ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସର ହୋହାଲ୍ଲା ଓ ନାରାବାଜି I ହାଇକୋର୍ଟ ଙ୍କ ତତ୍ୱାବଧାନରେ SIT ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ I ଗୃହରେ ହଟଗୋଳ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More